ଗର୍ଭାଶୟରେ ଟ୍ୟୁମରକୁ କେମିତି ଚିହ୍ନିବେ? | Uterine Fibroids: How to Treat? in Odia | Dr Chinmayee Kar
About this video
ମହିଳାଙ୍କ ଗର୍ଭାଶୟରେ ଟ୍ୟୁମର ହେବାକୁ ଫାଇବ୍ରଏଡ୍ସ ବୋଲି କୁହାଯାଏ। ତେବେ ଫାଇବ୍ରଏଡ୍ସ ହେବାର କାରଣ କ’ଣ? ଏହାକୁ ଚିହ୍ନିବେ କେମିତି? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।