ବଙ୍କା ପାଦ କେମିତି ହେବ ସିଧା? | Dr Bibhudutta Sahoo on Club Foot in Odia | Causes & Treatment

Dr Bibhudutta Sahoo3 January 20218:233.4K views

About this video

ଅନେକଙ୍କଠାରେ ଆମେ ବଙ୍କା ପାଦ ଦେଖିଥାଉ। ଡାକ୍ତରୀ ଭାଷାରେ ଏହାକୁ କ୍ଲବ୍ ଫୁଟ୍ କୁହାଯାଏ। ଆପଣଙ୍କୁ ଜାଣିବା ଦରକାର କି, ଏହାର ସଫଳ ଚିକିତ୍ସା ସମ୍ଭବ। ପିଲା ଦିନରୁ ଏହାର ଚିକିତ୍ସା କରାଇନେବା ଦରକାର। ଫଳରେ ବଙ୍କା ପାଦ ଅତି ସହଜରେ ସିଧା ହୋଇଯାଏ। ତେବେ ବଙ୍କା ପାଦ କେମତି ହୁଏ ସିଧା? ବିଶିଷ୍ଟ ଶିଶୁ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଡାକ୍ତର ବିଭୁଦତ୍ତ ସାହୁ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।