Skip to main content

ଡେରିରେ ଶୋଇଲେ କ’ଣ ଅସୁବିଧା ହେବ? | How Late-Night Sleep affects your body? | Dr Pragyan Kumar Routray

Dr Pragyan Kumar Routray16 May 20264:47616 views

About this video

ସବୁବେଳେ ରାତିରେ ଡେରିରେ ଶୋଇବା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ଵାରା ରୋଗ ପ୍ରତିରୋକ ଶକ୍ତି କମିଥାଏ, ଓଜନ ବଢ଼ିଥାଏ, ଷ୍ଟ୍ରେସ୍‌, ମୁଣ୍ଡବିନ୍ଧା ଭଳି ଅନ୍ୟାନ୍ୟ ସମସ୍ୟା ଉପୁଜିପାରେ। ତେଣୁ, ସବୁବେଳେ ସଠିକ୍‌ ସମୟରେ ଶୋଇବା ଦରକାର। ଆସନ୍ତୁ, ଏନେଇ ଅଧିକ ଜାଣିବା ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାନ କୁମାର ରାଉତରାୟଙ୍କଠାରୁ ଏହି ଭିଡିଓରେ।