ହରମୋନ୍ ସ୍ତରକୁ ସନ୍ତୁଳିତ ରଖିବା ପାଇଁ କ’ଣ ଖାଇବେ? | Diet for Hormonal Imbalance in Odia | Anmayee Nanda
About this video
ବିଭିନ୍ନ କାରଣରୁ ହରମୋନ୍ରେ ଅସନ୍ତୁଳନ ହୋଇଥାଏ। ପ୍ୟୁବର୍ଟି ସମୟରେ, ଗର୍ଭାବସ୍ଥାରେ, ମେନୋପଜ୍ ସମୟରେ ସାଧାରଣତଃ ହରମୋନ୍ ସ୍ତର ଅସନ୍ତୁଳିତ ହୋଇଥାଏ। ଏଥିପାଇଁ ବିଭିନ୍ନ ସମସ୍ୟା ମଧ୍ୟ ହୋଇପାରେ। ତେବେ ହରମୋନ୍ ସ୍ତରକୁ ସନ୍ତୁଳିତ କରିବା ପାଇଁ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ, ସେ ବିଷୟରେ ଆସନ୍ତୁ ଡାଏଟିସିଆନ୍ ଅନ୍ମୟୀ ନନ୍ଦଙ୍କଠାରୁ ଏ ବିଷୟରେ ଜାଣିବା।