ସିଆଟିକା କାହିଁକି ହୁଏ? | Sciatica in Odia | Symptoms & Treatment | Dr Rajendra Sahoo

Dr Rajendra Sahoo17 August 202315:25325K views

About this video

ଅଧିକାଂଶ ଲୋକଙ୍କର ଅଣ୍ଟା ବିନ୍ଧାର କାରଣ ସିଆଟିକା ହୋଇଥାଏ। ସିଆଟିକା ସମସ୍ୟା ଥିଲେ ଯନ୍ତ୍ରଣା ଅଣ୍ଟାଠୁ ଆରମ୍ଭ କରି ଗୋଡ଼ ଯାଏଁ ହୋଇଥାଏ। ସିଆଟିକା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ପେନ୍‌ ଏବଂ ସ୍ପାଇନ୍‌ ସ୍ପେଶାଲିଷ୍ଟ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ଅଧିକ ଜାଣିବା।