ମ୍ୟାଲେରିଆ: ମଶା ଦାଉରୁ କେମିତି ପାଇବେ ରକ୍ଷା? | Is Malaria A Virus? in Odia | Dr Bhakta Mohan Swain
About this video
୨୦୧୮ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମ୍ୟାଲେରିଆ ରିପୋର୍ଟ ଅନୁସାରେ ମ୍ୟାଲେରିଆ ଆକ୍ରାନ୍ତ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି। ସାଧାରଣତଃ ମ୍ୟାଲେରିଆ ମଶା କାମୁଡ଼ିବା ଯୋଗୁଁ ହୋଇଥାଏ। ପ୍ଲାଜ୍ମୋଡିୟମ୍ ପାରାସାଇଟ୍ସ ଦ୍ୱାରା ସଂକ୍ରମିତ ମଶା ମଣିଷକୁ କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ହୋଇଥାଏ। ତେବେ କେମିତି ବ୍ୟାପୁଛି ମ୍ୟାଲେରିଆ ଏବଂ ମଶା ଦାଉରୁ କିପରି ପାଇବେ ରକ୍ଷା? ସେନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଭକ୍ତ ମୋହନ ସ୍ୱାଇଁ କ’ଶ କହୁଛନ୍ତି, ଆସନ୍ତୁ ଜାଣିବା। According to the 2018 World Health Organization (WHO) Malaria Report, India ranked 4th in the number of malaria cases. Malaria is usually caused by mosquito bites that infect humans as they carry plasmid parasites. What is the main cause of malaria? Is malaria a virus or a bacterium? Let's find out more from Dr Bhakta Mohan Swain, a Medicine Specialist.