ବ୍ରେନ୍ ଷ୍ଟ୍ରୋକ୍ର ଚିକିତ୍ସା କେମିତି ହୁଏ? | Treatment of Brain Stroke in Odia | Dr Mitalee Kar
About this video
ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି। ତେଣୁ ସଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିବା ସହ ଏହାର ଚିକିତ୍ସା କରିବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ମିତାଲି କରଙ୍କଠାରୁ ବ୍ରେନ୍ ଷ୍ଟ୍ରୋକ୍ର ଚିକିତ୍ସା ବିଷୟରେ ବିସ୍ତୃତ ଭାବରେ ଜାଣିବା।