କେମିତି ଭଲ ହେବ ମେରୁଦଣ୍ଡ ଯନ୍ତ୍ରଣା? | Way to Relieve Back Pain/ Spine Pain in Odia | Dr Atmaranjan Dash
About this video
ବର୍ତ୍ତମାନ ମେରୁଦଣ୍ଡ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା। ଭୁଲ ଶୈଳୀରେ ଅଧିକ ସମୟ ବସି ରହିବା ଯୋଗୁଁ, ମୋଟାପଣ ଓ ବର୍ତ୍ତମାନର ଜୀବନଶୈଳୀ ମେରୁଦଣ୍ଡ ଯନ୍ତ୍ରଣାର କାରଣ। ଆସନ୍ତୁ ଡାକ୍ତର ଆତ୍ମରଞ୍ଜନ ଦାଶଙ୍କଠାରୁ ମେରୁଦଣ୍ଡ ଯନ୍ତ୍ରଣାକୁ କିପରି ରୋକିବେ, ସେ ବିଷୟରେ ଜାଣିବା। From children to the elderly, people of all ages are now experiencing Back Pain. The problem is on the rise due to the modern lifestyle and sitting in one place for hours. What to do if you have Back Pain? How do you keep your Spine healthy? Let's know more from Dr Atmaranjan Dash, Neuro Spine Surgeon.