ପରୀକ୍ଷା ସମୟରେ ପିଲାଙ୍କଠାରେ ମାନସିକ ଚାପ: କେମିତି ସମ୍ଭାଳିବେ? | Exam Pressure in Children | Nidhi Garg

Nidhi Garg16 March 20247:211.5K views

About this video

ପରୀକ୍ଷା ସମୟରେ ପିଲାମାନଙ୍କଠାରେ ଚାପ ଅନୁଭବ ହେବା ସ୍ୱାଭାବିକ। ହେଲେ କେତେକ ସମୟରେ ପିଲାମାନଙ୍କଠାରେ ଏତେ ଷ୍ଟ୍ରେସ୍‌ ବଢ଼ିଯାଏ ଯେ, ପିଲା ପରୀକ୍ଷାରେ ସଠିକ ପ୍ରଦର୍ଶନ କରିପାରେ ନାହିଁ। ତେଣୁ ଏହି ସମୟରେ ଅଭିଭାବକମାନେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ପରୀକ୍ଷା ସମୟରେ ପିଲାମାନଙ୍କୁ କିପରି ସାହାଯ୍ୟ କରିବେ? ଆସନ୍ତୁ, ମନସ୍ତତ୍ୱବିତ୍‌ ନିଧି ଗର୍ଗଙ୍କଠାରୁ ଜାଣିବା।