କେମିତି କମିବ ପେଟ ଚର୍ବି? | How to Reduce Belly Fat? in Odia | Mousumi Mishra
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ବର୍ତ୍ତମାନ ସମୟରେ ଜଙ୍କଫୁଡ୍, ଫାଷ୍ଟଫୁଡ୍ ଏବଂ ବ୍ୟାୟାମର ଅଭାବ ଯୋଗୁଁ ଅଧିକାଂଶ ଲୋକଙ୍କର ମେଦବହୁଳତା ଓ ବଡ଼ ପେଟ ଭଳି ସମସ୍ୟା ଦେଖାଦେଉଛି। ସେମାନେ ପେଟ କମାଇବା ପାଇଁ ବିଭିନ୍ନ ଡାଏଟ୍, ଏକ୍ସରସାଇଜ୍, ଫାଷ୍ଟିଂ ଆପଣେଇଥାଆନ୍ତି। ହେଲେ ସେଥିରୁ ତାଙ୍କୁ କୌଣସି ସୁଫଳ ମିଳିନଥାଏ। ଆସନ୍ତୁ ଡାଏଟିସିଆନ୍ ମୌସୁମୀ ମିଶ୍ରଙ୍କଠାରୁ ଜାଣିବା ପେଟର ଚର୍ବି କେମିତି କମିବ? Poor eating habits such as high-calorie food, fast food, and eating too many sweets may lead to obesity. Let's find out how to reduce belly fat from Mousumi Mishra, a Nutritionist.