Skip to main content

ସ୍ତନପାନ କରାଇବାର ସଠିକ ଉପାୟ କ’ଣ? | Right way to breastfeed your Baby in Odia | Dr Smita Sarangi

Dr Smita Sarangi5 July 20262:42441 views

About this video

ସ୍ତନପାନ ଉଭୟ ମା’ ଓ ଶିଶୁ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଶିଶୁର ଶାରୀରିକ ତଥା ମାନସିକ ବୃଦ୍ଧି ପାଇଁ ବେଶ୍‌ ଜରୁରୀ ହୋଇଥାଏ । ସ୍ତନପାନ ସମୟରେ ଅନେକ ମା’ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ତେଣୁ ସ୍ତନପାନ କରାଇବା ପୂର୍ବରୁ ଏହାର ସଠିକ ଉପାୟ ଜାଣିବା ଦରକାର। ଆସନ୍ତୁ, ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଢ଼ଙ୍ଗୀ ଏବିଷୟରେ କ’ଣ କହୁଛନ୍ତି ଜାଣିବା। ସ୍ତନପାନର ସଠିକ ଉପାୟ କ’ଣ? Breastfeeding offers numerous benefits for both infants and mothers. For infants, it provides essential nutrients and antibodies that boost the immune system, reducing the risk of infections and chronic conditions. What is the right way to breastfeed? Let’s learn more from Dr Smita Sarangi, Obstetrician & Gynaecologist. What is the correct way to breastfeed? in Odia