ଶୀତଦିନେ ପିଲାଙ୍କର ସମ୍ପୂର୍ଣ୍ଣ ଯତ୍ନ |Care for Children during Winter in Odia| Dr Janaki Ballava Pradhan

Dr Janaki Ballava Pradhan10 January 20268:363.2K views

About this video

ଖାସ୍‌ କରି ଶୀତଦିନେ ଶିଶୁଙ୍କଠାରେ ଥଣ୍ଡା, କାଶ, ଜ୍ୱର ଆଦି ସମସ୍ୟା ଦେଖାଦିଏ। ତେଣୁ, ଏହି ସମୟରେ ପିଲାଙ୍କର ଯତ୍ନନେବା ନିହାତି ଜରୁରୀ। ଆସନ୍ତୁ, ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଯାନକି ବହ୍ଲବ ପ୍ରଧାନଙ୍କଠାରୁ ଶିଶୁଙ୍କର ସମ୍ପୂର୍ଣ୍ଣ ଯତ୍ନ ବିଷୟରେ ଅଧିକ ଜାଣିବା।