Skip to main content

କୋଭିଡ୍ ପଜିଟିଭ୍‌ ଥିଲେ କ'ଣ କରିବେ? | Dr Jyoti Ranjan Parida Advice for COVID Positive Patients, in Odia

Swasthya Plus Network30 September 202012:55787K views

About this video

କୋଭିଡ-୧୯ ଏବେ ଆମ ଜୀବନର ଏକ ଅଙ୍ଗବିଶେଷ ପାଲଟି ଯାଇଛି। ଜଣାଯାଇଛି କି ଆହୁରି କିଛି ଦିନ ବା ମାସ ବା ବର୍ଷ ଯାଏଁ ଆମକୁ ଏହି ଭୂତାଣୁ ସହ ରହିବାକୁ ପଡିବ। ତେବେ ଏଭଳି ସମୟରେ କରୋନାକୁ ନେଇ ବା କରୋନାର ଚିକିତ୍ସାକୁ ନେଇ ଲୋକମାନଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ କେମିତି କରୋନାଠାରୁ ସୁରକ୍ଷିତ ରହିବା? କୋଭିଡ ପଜିଟିଭ ହେଲେ କଣ କରିବେ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ୍ ତଥା ଇମ୍ୟୁନୋଲୋଜିଷ୍ଟ୍ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କଣ କହୁଛନ୍ତି ଆସନ୍ତୁ ଜାଣିବା,