କାହିଁକି ବଢୁଛି ମେଦ ବହୁଳତା? | Dr. Abhay Kumar Sahoo on causes & treatment of obesity in Odia

Dr Abhay Kumar Sahoo11 May 202015:5233K views

About this video

ମେଦ ବହୁଳତା ବା ମୋଟାପଣକୁ ନେଇ ସାଧାରଣ ଲୋକେ ଚିନ୍ତିତ ହୋଇପଡ଼ନ୍ତି। ବିଶେଷ କରି ବର୍ତ୍ତମାନ ଛୋଟ ପିଲାଙ୍କଠାରେ ମେଦ ବହୁଳତା ଦେଖିବାକୁ ମିଳୁଛି। ତେବେ ମେଦ ବହୁଳତା ହେବାର କାରଣ କ'ଣ? ଏହାର ଚିକିତ୍ସାକୁ ନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ଅଭୟ କୁମାର ସାହୁ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। A brief medical advice, in Odia language, on types, symptoms, and treatment of Obesity, based on the interview with Professor Dr. Abhay Kumar Sahoo, Senior Consultant, Endocrinology.