ଇନ୍ସୁଲିନ୍ ପ୍ରତିରୋଧର ଲକ୍ଷଣ କ’ଣ? | Symptoms of Insulin Resistance | Dr Sweekruti Jena
About this video
ଇନ୍ସୁଲିନ୍ ପ୍ରତିରୋଧ ହେଉଛି ଡାଏବେଟିସ୍ର ପୂର୍ବାବସ୍ଥା। ଏହାର ପ୍ରାଥମିକ ଲକ୍ଷଣ ହେଉଛି ବେକରେ କଳା ଦାଗ, ଭାତୁଡ଼ି ହେବା, ଓଜନ ବୃଦ୍ଧି ହେବା। ଆସନ୍ତୁ, ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା। ଇନ୍ସୁଲିନ୍ ପ୍ରତିରୋଧର ଲକ୍ଷଣ କ’ଣ? Insulin resistance occurs when the body's cells become less responsive to insulin, a hormone that helps regulate blood sugar levels. As a result, the pancreas produces more insulin to maintain normal blood glucose levels. Over time, this can lead to higher blood sugar levels and eventually Type 2 Diabetes. Let’s learn more from Dr Sweekruti Jena, an Endocrinologist. What are the symptoms of Insulin Resistance? in Odia