ମତେ ଆର୍ଥ୍ରାଇଟିସ୍‌ ହେବ କି? | Do I have Arthritis in Odia | Prof Dr Jyoti Ranjan Parida

Dr Jyoti Ranjan Parida12 October 20213:104.1K views

About this video

ଗଣ୍ଠିବାତ ବା ଆର୍ଥ୍ରାଇଟିସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ବିଶ୍ୱ ଗଣ୍ଠିବାତ ଦିବସ ବା ଆର୍ଥ୍ରାଇର୍ଟିସ୍ ଡେ ଭାବେ ପାଳନ କରାଯାଏ। ବିଭିନ୍ନ ପ୍ରକାର ଗଣ୍ଠିବାତ ରୋଗ ଭିନ୍ନ ଭିନ୍ନ ବୟସର ଲୋକଙ୍କୁ ପ୍ରଭାବିତ କରିପାରେ। ବର୍ତ୍ତମାନ ସମୟରେ ଗଣ୍ଠିବାତ ଜନିତ ସମସ୍ୟା ଯେକୌଣସି ବୟସରେ ହୋଇପାରେ। ତେବେ କାହାକୁ ଗଣ୍ଠିବାତ ରୋଗ ବା ଆର୍ଥ୍ରାଇଟିସ୍‌ ରୋଗ ହେବାର ଆଶଙ୍କା ଅଧିକ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ପ୍ରଫେସର୍‌ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। October 12 is World Arthritis Day. The day is celebrated to raise awareness about arthritis around the World. Different types of arthritis can affect people of different ages. Nowadays, arthritis problems can occur at any age. So who is at more risk of arthritis? Let us find out Dr Jyoti Ranjan Parida, a Rheumatologist & Immunologist.