ଇଣ୍ଟିମେଟ୍ ଓ୍ୱାସ୍: କେତେ ଭଲ? | How Beneficial is Intimate Wash? Odia | Dr Anamika Mishra
About this video
ବର୍ତ୍ତମାନ ସମୟରେ ମହିଳାମାନେ ଯୋନି ସଂକ୍ରମଣ ରୋକିବା ତଥା ହାଇଜିନ୍ ପରିଚାଳନା କରିବା ପାଇଁ ବିଭିନ୍ନ ପ୍ରକାର ସାବୁନ୍, ଇଣ୍ଟିମେଟ୍ ଓ୍ୱାସ୍ ବ୍ୟବହାର କରୁଛନ୍ତି। ହେଲେ ଏହା କେତେ ଭଲ? ଯୋନି ସଫାସୁତରା ରଖିବା ପାଇଁ କ’ଣ ବ୍ୟବହାର କରିବେ? ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅନାମିକା ମିଶ୍ର ଏନେଇ କ’ଣ କହୁଛନ୍ତି, ଜାଣିବା।