ହାଇପୋଗ୍ଲାଇସେମିଆ: ରକ୍ତରେ ଶର୍କରା ସ୍ତର କମିଗଲେ କ’ଣ କରିବେ? | Dr Sunil Kumar Kota on Hypoglycaemia in Odia

Dr Sunil Kumar Kota11 December 202110:4519K views

About this video

ରକ୍ତରେ ଶର୍କରା ସ୍ତର କମିଯିବାକୁ ହାଇପୋଗ୍ଲାଇସେମିଆ ବୋଲି କୁହାଯାଏ। ଏହି ଅବସ୍ଥାରେ ରକ୍ତରେ ଶର୍କରା ପରିମାଣ ହଠାତ୍‌ କମିଯାଏ। ତେବେ ହାଇପୋଗ୍ଲାଇସେମିଆ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।