Skip to main content

ବାୟୁଦୋଷ ହେବାର କାରଣ କ’ଣ? | What causes Flatulence? in Odia | Smelly Farts | Dr Manas Kumar Behera

Dr Manas Kumar Behera10 September 20262:253.0K views

About this video

ପେଟରେ ଗ୍ୟାସ ହେବା ଏକ ସାଧାରଣ ସମସ୍ୟା। କିନ୍ତୁ କେତେକ ଲୋକଙ୍କୁ ଅତ୍ୟଧିକ ଏବଂ ଦୁର୍ଗନ୍ଧଯୁକ୍ତ ଗ୍ୟାସ ସମସ୍ୟା ହୋଇଥାଏ। ଯାହାକି ସେମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। ବାୟୁଦୋଷ ହେବାର କାରଣ କ’ଣ? ଆସନ୍ତୁ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଜାଣିବା। ବାୟୁଦୋଷ ହେବାର କାରଣ କ’ଣ? Flatulence, or gas, is a common digestive issue caused by excess gas building up in the stomach or intestines and being released from the body. It can lead to bloating, discomfort, abdominal pain, and a feeling of fullness. While occasional gas is normal, frequent or severe symptoms may need medical attention. Let’s learn more from Dr Manas Kumar Behera, a Gastroenterologist. What causes Flatulence? in Odia