Skip to main content

ପିସିଓଏସ୍ ଥିଲେ କେଉଁ କେଉଁ ଲକ୍ଷଣ ଦେଖାଦିଏ? | Symptoms of PCOS in Odia | Dr Sweekruti Jena

Dr Sweekruti Jena7 June 20262:401.0K views

About this video

ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ବର୍ତ୍ତମାନ ସମୟରେ କିଶୋରୀଙ୍କଠାରୁ ଆରମ୍ଭ କରି ୪୦ ବର୍ଷର ମହିଳାଙ୍କ ପର୍ଯ୍ୟନ୍ତ ପିସିଓଏସ୍‌ ସମସ୍ୟା ଦେଖାଦେଉଛି। ଏହି ସମସ୍ୟା ଥିଲେ ମହିଳାଙ୍କର ଋତୁଚକ୍ରରେ ଅନିୟମିତତା ହୁଏ, ବହୁତ ଦିନ ବା ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ। ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପିସିଓଏସ୍ ଥିଲେ କେଉଁ କେଉଁ ଲକ୍ଷଣ ଦେଖାଦିଏ? Polycystic Ovary Syndrome (PCOS) is a hormonal disorder that affects people with ovaries, often during their reproductive years. PCOS is characterized by a combination of symptoms, which can vary from person to person. Let's learn more from Dr Sweekruti Jena, an Endocrinologist. What are the symptoms of PCOS? in Odia