Skip to main content

ଡାଏବେଟିସ୍ ରୋଗୀଙ୍କ ପାଦରେ ଘା’ ହେବାର କାରଣ କ’ଣ? | Diabetic Foot Ulcers in Odia | Dr Madhusmita Sahu

Dr Madhusmita Sahu26 July 20262:18146 views

About this video

ଅନିୟନ୍ତ୍ରିତ ଡାଏବେଟିସ୍ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ରକ୍ତରେ ଶର୍କରାର ମାତ୍ରା ଅଧିକ ରହିଲେ ଗୋଡ଼ ଓ ପାଦର ଶିରା କ୍ଷତିଗ୍ରସ୍ତ ହୋଇଥାଏ। ପାଦରେ ଅଲସର ବା ଘା’ ହେବାର ମଧ୍ୟ ସମ୍ଭାବନା ଥାଏ। ତେଣୁ ଡାଏବେଟିସ୍‌କୁ ନିୟନ୍ତ୍ରଣ କରିବା ସହିତ ପ୍ରତି ମାସରେ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଆବଶ୍ୟକ। ଆସନ୍ତୁ, ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଏନେଇ ଅଧିକ ଜାଣିବା। ଡାଏବେଟିସ୍ ରୋଗୀଙ୍କ ପାଦରେ ଘା’ ହେବାର କାରଣ କ’ଣ? Diabetic foot is a condition that can occur in people with diabetes. It happens because diabetes can cause nerve damage and poor blood circulation in the feet. This can lead to problems like loss of sensation, foot ulcers (open sores), infections, and deformities in the bones of the foot. Let's learn more from Dr Madhusmita Sahu, an Endocrinologist. What causes Diabetic Foot Ulcers? in Odia