ଝାଡ଼ାରୁ କେମିତି ଚିହ୍ନିବେ ପେଟ ରୋଗ? | What your Stool says about your Health? | Dr Motij Kumar Dalai
Dr Motij Kumar Dalai30 June 202610:29180 views
About this video
ଝାଡ଼ା ପାଚନତନ୍ତ୍ର ଏବଂ ସ୍ୱାସ୍ଥ୍ୟରେ ଘଟୁଥିବା ପରିବର୍ତ୍ତନ ସମ୍ପର୍କରେ ସୂଚିତ କରେ। ଏହାର ରଙ୍ଗ, ଆକାର ଓ ଗଠନରୁ କୌଣସି ରୋଗର ଲକ୍ଷଣକୁ ଅନୁମାନ କରାଯାଇପାରେ। ଝାଡ଼ାରେ ଦେଖାଦେଉଥିବା ପରିବର୍ତ୍ତନକୁ ଅଣଦେଖା କଲେ ଏହା ବିଭିନ୍ନ ଜଟିଳତା ଆଡ଼କୁ ନେଇପାରେ। ତେଣୁ ଏଥିପ୍ରତି ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଆସନ୍ତୁ, ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମୋତିଜ କୁମାର ଦଳାଇ ଏନେଇ କ’ଣ କହୁଛନ୍ତି ଜାଣିବା।