ମୁହଁରୁ କେମିତି ଯିବ ବ୍ରଣ? | Dr Subhransu Sekhar Pattnaik on Pimples in Odia | Acne Care
About this video
ସାଧାରଣତଃ ମୁହଁରେ ବ୍ରଣକୁ ନେଇ ଯୁବପିଢ଼ିମାନେ ସବୁବେଳେ ଚିନ୍ତାରେ ଥା’ନ୍ତି। ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଘରୋଇ ଉପଚାର ଆପାଣାଉଥିବା ବେଳେ ଅନେକ ଡାକ୍ତରଙ୍କ ବିନା ପରାମର୍ଶରେ ବିଭିନ୍ନ କ୍ରିମ, ଅଏଣ୍ଟମେଣ୍ଟ୍ ଲଗାନ୍ତି। ତେବେ ଆପଣଙ୍କୁ ଜାଣିବା ଦରକାର କି, ଏହା ଆପଣଙ୍କ ମୁହଁକୁ ବିକୃତ କରିପାରେ। ତେବେ ମୁହଁରୁ ବ୍ରଣ କେମିତି ଯିବ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।