Skip to main content

ଅଣ୍ଡକୋଷରେ ବ୍ୟଥା ହେଲେ କ’ଣ କରିବେ? | Pain in Testis, in Odia | Causes & Treatment |Dr Sarbjit Mohapatra

Dr Sarbjit Mohapatra1 September 20268:17696 views

About this video

ଅଣ୍ଡକୋଷରେ ବ୍ୟଥା ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ। ସାଧାରଣତଃ ଏହି ଯନ୍ତ୍ରଣା କମ ସମୟରେ ଭଲ ହୋଇଯାଏ। କିନ୍ତୁ କେତେକ ଲୋକଙ୍କଠାରେ ଏହି ଯନ୍ତ୍ରଣା ଦୀର୍ଘଦିନ ଧରି ରହିଥାଏ। ଯାହା ସମସ୍ୟାକୁ ସୂଚିତ କରିଥାଏ। ତେଣୁ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଅଣ୍ଡକୋଷରେ ବ୍ୟଥା କାହିଁକି ହୁଏ? ଅଣ୍ଡକୋଷରେ ବ୍ୟଥା ହେଲେ କ’ଣ କରିବେ? ଆସନ୍ତୁ, ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସରବଜିତ ମହାପାତ୍ର ଏନେଇ କ’ଣ କହୁଛନ୍ତି ଜାଣିବା।