ମାନସିକ ରୋଗ ସୋମାଟୋଫର୍ମ କ’ଣ? | Dr Satyakam Mohapatra on Somatoform Disorder | Causes & Treatment
About this video
ସୋମାଟୋଫର୍ମ ରୋଗ ହେଉଛି ଏକ ମାନସିକ ସମସ୍ୟା। ଏହି ରୋଗ ହେଲେ ଦୀର୍ଘଦିନ ଧରି ଶାରୀରିକ ଲକ୍ଷଣ ଲାଗି ରହିଥାଏ। ଶରୀର ବ୍ୟଥା ଦୀର୍ଘଦିନ ଧରି ଲାଗି ରହିବା, ଗ୍ୟାସ ଓ ଏସିଡିଟି ସମସ୍ୟା ଲାଗି ରହିବା, କିଡନି ଏବଂ ମସ୍ତିଷ୍କଜନିତ ସମସ୍ୟା ଦେଖାଦେବା ଏହି ରୋଗର ଲକ୍ଷଣ। ଏହାର ଚିକିତ୍ସା କେମିତି ହୁଏ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ସତ୍ୟକାମ ମହାପାତ୍ର ଏବିଷୟରେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।