ସିଆଟିକା କ’ଣ? – କାରଣ, ଲକ୍ଷଣ, ଚିକିତ୍ସା । Dr PC Dey on Sciatica and Endoscopy Surgery in Odia
About this video
ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କ ପାଖରେ ସମୟର ଅଭାବ। ଅଧିକାଂଶ ଲୋକ ଘଣ୍ଟା ଘଣ୍ଟା ଡେସ୍କରେ ବସି ରହି କାର୍ଯ୍ୟ କରୁଛନ୍ତି। ଫଳରେ ସିଆଟିକା ଜନିତ ଅଣ୍ଟା ଯନ୍ତ୍ରଣା ହେବାର ଦେଖାଦେଉଛି। ତେବେ ସିଆଟିକା କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କହିଛନ୍ତି ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।