ସ୍ତନର ଯତ୍ନ କିପରି ନେବେ? | Nipple Care during Pregnancy & Breastfeeding in Odia | Dr Smita Sarangi

Dr Smita Sarangi3 March 20229:2048K views

About this video

ଗର୍ଭଧାରଣଠାରୁ ଆରମ୍ଭ କରି ସ୍ତନ୍ୟପାନ ପର୍ଯ୍ୟନ୍ତ ମହିଳାଙ୍କର ସ୍ତନଜନିତ ସମସ୍ୟା ହୋଇଥାଏା ସ୍ତନରେ ବଥା ହେବା, ସଂକ୍ରମଣ ହେବା ତଥା ଅନ୍ୟାନ୍ୟ ସମସ୍ୟା ହୋଇଥାଏା ତେବେ ଏସବୁ ସମସ୍ୟା ହେଲେ କ’ଣ କରିବେ? ସ୍ତନର ଯତ୍ନ କିପରି ନେବେ? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଢ଼ଙ୍ଗୀ, ଆସନ୍ତୁ ଜାଣିବାା