ନିୟମିତ କରନ୍ତୁ ବ୍ରିଦିଙ୍ଗ୍ ଏକ୍ସରସାଇଜ୍ । Anita Rout on Breathing Exercise in Odia
Swasthya Plus Network14 July 20216:0014K views
About this video
ବ୍ରିଦିଙ୍ଗ୍ ଏକ୍ସରସାଇଜ୍ କରିବା ଦ୍ୱାରା ଫୁସ୍ଫୁସ୍ ସୁସ୍ଥ ରହିଥାଏ। କୋଭିଡ୍ ରୋଗୀ ହୁଅନ୍ତୁ ବା କୋଭିଡ୍ରୁ ସୁସ୍ଥ ହୋଇଥିବା ବ୍ୟକ୍ତି କିମ୍ବା ଜଣେ ସାଧାରଣ ବ୍ୟକ୍ତି ମଧ୍ୟ କରିପାରିବେ ବ୍ରିଦିଙ୍ଗ୍ ଏକ୍ସରସାଇଜ୍। କେମିତି କରିବେ ବ୍ରିଦିଙ୍ଗ ଏକ୍ସରସାଇଜ୍? ଏ ବିଷୟରେ ବିସ୍ତୃତ ଭାବରେ କହିଛନ୍ତି ଫିଜିଓଥେରାପିଷ୍ଟ ଅନିତା ରାଉତ। Breathing Exercise keeps the lungs healthy. Anyone can do this exercise especially People with COVID can easily do breathing exercises to breathe freely. How to do breathing exercises? Let's find out from Anita Raut, a Physiotherapist.