ଥ୍ରୋମ୍ବୋସିସ୍‌: କାରଣ, ଲକ୍ଷଣ ଓ ଚିକିତ୍ସା | Thrombosis: Symptoms & Treatment in Odia | Dr Raka Hota

Dr Raka Hota20 February 202410:011.3K views

About this video

ରକ୍ତନଳୀ ଭିତରେ ରକ୍ତ ଜମାଟ ବାନ୍ଧି ରକ୍ତର ଗତିକୁ ରୋକିବାକୁ ଥ୍ରମ୍ବୋସିସ୍‌ କୁହାଯାଏ। ଏହି ରକ୍ତ ଜମାଟ ଉଭୟ ରକ୍ତ ଶୀରା ଏବଂ ଧମନୀରେ ହୋଇପାରେ। ଥ୍ରମ୍ବୋସିସ୍‌ ହେଲେ ସାଧାରଣତଃ ଗୋଟେ ଗୋଡ଼ ବା ପେଣ୍ଡାରେ ଯନ୍ତ୍ରଣା ଅନୁଭୂତ ହୋଇପାରେ, ବେଳେ ବେଳେ ଛାତିରେ ଯନ୍ତ୍ରଣା ହୋଇପାରେ। ଆସନ୍ତୁ ବିଶିଷ୍ଟ ହେମାଟୋ ଅଙ୍କୋଲୋଜିଷ୍ଟ ଡାକ୍ତର ରାକା ହୋତାଙ୍କଠାରୁ ଏହି ସମସ୍ୟା ବିଷୟରେ ଅଧିକ ଜାଣିବା।