ପିସିଓଏସ୍ ସମସ୍ୟା କାହିଁକି ବଢୁଛି? | Dr Sujata Kar on PCOS Odia | Causes, Symptoms & Treatment
About this video
ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ ହେଉଛି ଏକ ହରମୋନଜନିତ ସମସ୍ୟା, ଯାହା ମହିଳାମାନଙ୍କଠାରେ ଦେଖାଯାଏ। ପିସିଓଏସ୍ ହୋଇଥିଲେ ମହିଳାମାନଙ୍କଠାରେ ଋତୁସ୍ରାବରେ ଅନିୟମିତତା ହୋଇଥାଏ। ଯେପରିକି ମାସ ମାସ ଧରି ଋତୁସ୍ରାବ ବନ୍ଦ ହୋଇଯିବା କିମ୍ବା ବହୁତ ଶୀଘ୍ର ଋତୁସ୍ରାବ ହେବା। ତେବେ କାହିଁକି ବଢୁଛି ପିସିଓଏସ୍ ସମସ୍ୟା। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କଠାରୁ ପିସିଓଏସ୍ ସମସ୍ୟା ବିଷୟରେ ଅଧିକ ଜାଣିବା। ଆଧୁନିକ ଜୀବନଶୈଳୀ ଓ ପିସିଓଏସ୍ (2:56)