ଆଜ୍ମା ରୋଗୀ କୋଭିଡ୍ରୁ କିପରି ରହିବେ ସୁରକ୍ଷିତ? । Dr Sampat Dash on COVID-19 & Asthma in Odia
About this video
ବର୍ତ୍ତମାନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏହି ଭୂତାଣୁ ଶ୍ୱାସ ବା ଆଜ୍ମା ରୋଗୀଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ। ତେବେ ଆଜ୍ମା ରୋଗୀଙ୍କୁ କୋଭିଡ୍ ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଆଜ୍ମା ରୋଗୀ କୋଭିଡ୍ରୁ କିପରି ରହିବେ ସୁରକ୍ଷିତ? ଏନେଇ ବିଶିଷ୍ଟ ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।