କରୋନା ପାଇଁ ଜୀବନଶୈଳୀକୁ ବଦଳାଇବାକୁ ହେବ | Need lifestyle changes to fight Corona virus - Subroto Bagchi

Swasthya Plus Network29 May 20204:14398 views

About this video

ଏବେବି ଆମେ କରୋନା ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛୁ। ଜୁନ ମଝିରୁ ଜୁଲାଇ ମଝି ସୁଦ୍ଧା କରୋନାର ଭାରତ ଏବଂ ଓଡ଼ିଶାରେ ଏହାର ପ୍ରଭାବ ଜଣାପଡ଼ିବ। ତେବେ ଏହାରି ମଧ୍ୟରେ ଧିରେ ଧିରେ ଆମ ଜୀବନ ଓ ଜୀବିକାକୁ ମଧ୍ୟ ସାମାନ୍ୟ ସ୍ଥିତିକୁ ଆଣିବାକୁ ହେବ। କରୋନା ପାଇଁ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ନୂଆକରି ଜୀବନ ଆରମ୍ଭ କରିବାକୁ ହେବ - ସୁବ୍ରତ ବାଗଚି।