ହୃଦ୍‌ଘାତ ପରେ ହାର୍ଟର ଯତ୍ନ: କିପରି ନେବେ? | Post Heart Attack Care in Odia | Dr Mahesh Agrawala

Dr Mahesh Agrawala16 July 202410:433.3K views

About this video

ଥରେ ହାର୍ଟ ଆଟାକ୍‌ର ଚିକିତ୍ସା ପରେ ଯଦି ହାର୍ଟର ଯତ୍ନ ନ ନିଆଯାଏ ପୁଣି ଥରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ରହିଛି। ହାର୍ଟର ଯତ୍ନ କେମିତି ନେବେ, ସେ ବାବଦରେ ଆସନ୍ତୁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେଶ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା।