ରୁମାଟିକ୍ ହୃଦ୍ରୋଗ କ’ଣ? କାହାକୁ ହୋଇପାରେ? | Dr M Srinivas Rao on Rheumatic Heart Disease in Odia
About this video
ରୁମାଟିକ୍ ହୃଦ୍ରୋଗ କ’ଣ? ଏହା କେଉଁ ବୟସକୁ ଅଧିକ ପ୍ରଭାବିତ କରିଥାଏ? ଏନେଇ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଏମ୍ ଶ୍ରୀନିବାସ ରାଓ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।