ସନ୍ ଟ୍ୟାନ୍: କେମିତି ହେବ ଦୂର? | How to remove Sun Tan? Odia | Summer Skin Care | Dr Monali Pattnaik
About this video
ଦୀର୍ଘ ସମୟ ଧରି ସୂର୍ଯ୍ୟକିରଣ ସଂସ୍ପର୍ଶରେ ରହିଲେ, ସେଥିରୁ ଆସୁଥିବା ଅତିବାଇଗଣି ରଶ୍ମୀ କାରଣରୁ ଚର୍ମ କଳା ହୋଇଯାଏ, ଯାହାକୁ ସନ୍ ଟ୍ୟାନ୍ କୁହାଯାଏ। ଏହା ଦୂର ହେବ କେମିତି? ଏହା ଯୋଗୁଁ କେଉଁ କେଉଁ ସମସ୍ୟା ହୋଇପାରେ? ଆସନ୍ତୁ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକ କ’ଣ କହୁଛନ୍ତି ଜାଣିବା।