Skip to main content

ଫୁଡ୍ ପଏଜନିଂ: ଲକ୍ଷଣ ଓ ଚିକିତ୍ସା | Food Poisoning: Symptoms & Treatment | Dr Mrunmayee Behera

Dr Mrunmayee Behera24 October 20268:54847 views

About this video

ସାଧାରଣତଃ ଦୂଷିତ ଖାଦ୍ୟ ଖାଇବା ଦ୍ୱାରା ଫୁଡ୍ ପଏଜନିଂ ହୋଇଥାଏ। ଫୁଡ୍ ପଏଜନିଂ ହେଲେ ଜୀବାଣୁ ସଂକ୍ରମିତ ଖାଦ୍ୟ ଖାଇବାର ୨୪ ଘଣ୍ଟା ମଧ୍ୟରେ ଲକ୍ଷଣ ଦେଖିବାକୁ ମିଳିଥାଏ। ତେଣୁ ଲକ୍ଷଣକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଫୁଡ୍ ପଏଜନିଂ ହେଲେ କେମିତି ଜାଣିବେ? ଫୁଡ୍ ପଏଜନିଂ ହୋଇଥିଲେ କ’ଣ ଖାଇବେ ଏବଂ କ’ଣ ଖାଇବେ ନାହିଁ? ଆସନ୍ତୁ ବିଶିଷ୍ଟ ଜେନେରାଲ ଫିଜିସିଆନ ଡାକ୍ତର ମୃଣ୍ମୟୀ ବେହେରାଙ୍କଠାରୁ ଏନେଇ ଅଧିକ ଜାଣିବା।