Skip to main content

ସୁସ୍ଥ ଶରୀର ପାଇଁ ଦିନ ତମାମ କ’ଣ ଖାଇବେ? | Diet for Healthy Body in Odia | Swati Mohapatra

Swati Mohapatra17 May 20263:07233 views

About this video

ବର୍ତ୍ତମାନ ସମୟରେ ମଣିଷ ଏକ ବ୍ୟସ୍ତବହୁଳ ଜୀବନ ଦେଇ ଗତି କରୁଛି। ଭୋକ ଲାଗିଲା ମାତ୍ରେ ପୋଷଣଯୁକ୍ତ ଖାଦ୍ୟ ପରିବର୍ତ୍ତେ ଫାଷ୍ଟଫୁଡ୍‌, ତେଲ ଛଣାଛଣି ସେବନ କରୁଛନ୍ତି। ଯାହା ଶରୀରରେ ନାନା ପ୍ରକାର ରୋଗ ସୃଷ୍ଟି କରୁଛି। ତେଣୁ କେବଳ ଖାଦ୍ୟ ଖାଇବା ନୁହେଁ, ପ୍ରତିଦିନ ସନ୍ତୁଳିତ ଆହାର ନେବା ଉଚିତ। ସୁସ୍ଥ ଶରୀର ପାଇଁ ବାଲାନ୍ସ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆସନ୍ତୁ ଏବିଷୟରେ ଅଧିକ ଜାଣିବା ଡାଏଟିସିଆନ୍ ସ୍ଵାତୀ ମହାପାତ୍ରଙ୍କଠାରୁ। ସୁସ୍ଥ ଶରୀର ପାଇଁ ଦିନ ତମାମ କ’ଣ ଖାଇବେ? A balanced diet should include different foods from all the food groups and include necessary nutrients such as carbohydrates, fat, protein, vitamins, minerals, and water in the right proportions. Eating a balanced diet is essential to maintain a healthy lifestyle and be fit. Let's learn more from Swati Mohapatra, a Dietician. How should your diet chart be for the whole day? in Odia