Skip to main content

ଦୂଷିତ ଖାଦ୍ୟରୁ ହୋଇପାରେ ଲିଭର ରୋଗ, ରୁହନ୍ତୁ ସତର୍କ | Viral Hepatitis in Odia | Dr Ananya Mohanty

Dr Ananya Mohanty22 August 20264:48338 views

About this video

ଭାଇରାଲ ହେପାଟାଇଟିସ୍ ହେଉଛି ଏକ ଜଳବାହିତ ଭାଇରାଲ ସଂକ୍ରମଣ। ଯାହା ଆମ ଲିଭର ଉପରେ କୁପ୍ରଭାବ ପକାଇଥାଏ। ସାଧାରଣତଃ ଦୂଷିତ ଖାଦ୍ୟ ଓ ପାଣି ଦ୍ୱାରା ଏହି ରୋଗ ବ୍ୟାପିଥାଏ। ତେଣୁ ସଠିକ୍ ସମୟରେ ଏହାର ଲକ୍ଷଣକୁ ଚିହ୍ନି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଭାଇରାଲ ହେପାଟାଇଟିସ୍‌ର ଲକ୍ଷଣ କ’ଣ? ଭାଇରାଲ ହେପାଟାଇଟିସ୍‌କୁ ରୋକିବେ କିପରି? ଆସନ୍ତୁ, ବିଶିଷ୍ଟ ମେଡ଼ିସିନ୍ ସ୍ପେଶାଲିଷ୍ଟ୍ ଡାକ୍ତର ଅନନ୍ୟା ମହାନ୍ତିଙ୍କଠାରୁ ଏନେଇ ଅଧିକ ଜାଣିବା।