Skip to main content

ବେକ, କହୁଣୀ ଓ କାଖରେ କଳାଦାଗ: ଜାଣନ୍ତୁ କେଉଁ ରୋଗର ସଂକେତ | Acanthosis Nigricans | Dr Anisha Biswal

Dr Anisha Biswal3 September 20265:42102K views

About this video

କେତେକ ଲୋକଙ୍କ ବେକ, କହୁଣୀ, କାଖ, ଆଣ୍ଠୁ ଓ ମୁହଁରେ କଳାଦାଗ ପଡ଼ିଥାଏ। ଅନେକ ଏହାକୁ ସାଧାରଣ ଭାବି ଅଣଦେଖା କରିଦିଅନ୍ତି। କିନ୍ତୁ ଏହା କେବଳ ଏକ ଚର୍ମ ରୋଗ ନୁହଁ ବରଂ ଶରୀର ଭିତରର କୌଣସି ସମସ୍ୟାକୁ ସୂଚିତ କରିଥାଏ। ଶରୀରର କେତେକ ଯାଗାରେ କଳାଦାଗ କାହିଁକି ପଡ଼େ? ଚର୍ମରେ କଳାଦାଗର ଚିକିତ୍ସା କ’ଣ? ଆସନ୍ତୁ, ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଅନିଶା ବିଶ୍ୱାଳଙ୍କଠାରୁ ଏନେଇ ଅଧିକ ଜାଣିବା।