Skip to main content

ଏସିଡିଟିରୁ କିପରି ପାଇବେ ମୁକ୍ତି? | Acidity: How to get Relief? in Odia | Dr Shakti Prasad Choudhury

Dr Shakti Prasad Choudhury29 April 20262:53410 views

About this video

ବର୍ତ୍ତମାନ ସମୟରେ ଏସିଡିଟି ସମସ୍ୟାକୁ ନେଇ ଅନେକ ଚିନ୍ତିତ। ଖାଦ୍ୟପେୟରେ ଅନିୟମିତତା ଯଥା ଅଧିକ ଫାଷ୍ଟ ଫୁଡ୍ ସେବନ, ଠିକ୍‌ ସମୟରେ ନ ଖାଇବା ଏବଂ ବ୍ୟାୟାମ ଅଭାବ କାରଣରୁ ଏହି ସମସ୍ୟା ବଢ଼ିବାରେ ଲାଗିଛି। ତେବେ କେମିତି ଏସିଡିଟି ସମସ୍ୟାରୁ ମୁକ୍ତି ପାଇବେ? ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ଏସିଡିଟିରୁ ମୁକ୍ତି ପାଇଁ ଟିପ୍ସ Acidity is a medical condition that is caused due to excess production of acid. This acid is produced by the glands of the stomach. Many times, we have the feeling of acidity and pop in a pill to get relieve from the feeling. It can lead to a burning feeling in the chest, sour taste, bloating, and discomfort after eating. Let's learn more from Dr Shakti Prasad Choudhury, a Gastroenterologist. Tips to get relief from Acidity, in Odia