Skip to main content

ପୁରୁଷଙ୍କ ପ୍ରୋଷ୍ଟେଟ୍ ବଢ଼ିଯିବା: କାରଣ, ଲକ୍ଷଣ ଓ ଚିକିତ୍ସା | Prostate Enlargement | Dr Sarbjit Mohapatra

Dr Sarbjit Mohapatra20 August 202610:23254 views

About this video

ପୁରୁଷଙ୍କ ମୂତ୍ରାଶୟର ମୁଖ ଭାଗରେ ଏକ ଗ୍ରନ୍ଥି ଥାଏ, ଯାହାକୁ ପ୍ରୋଷ୍ଟେଟ୍ ଗ୍ରନ୍ଥି ବୋଲି କୁହାଯାଏ। ବୟସ ବଢ଼ିବା ସହିତ ଶରୀରରେ ହର୍‌ମୋନ ପରିବର୍ତ୍ତନ ହେଲେ ଏହି ପ୍ରୋଷ୍ଟେଟ୍‌ ଗ୍ରନ୍ଥିର ଆକାର ବଢ଼ିଯାଏ। ଫଳରେ ମୂତ୍ରନଳୀ ଉପରେ ଏହାର ଚାପ ପଡ଼ିଥାଏ ଏବଂ ପରିସ୍ରା ସମ୍ପର୍କିତ ସମସ୍ୟାମାନ ଦେଖାଦିଏ। ଠିକ୍ ସମୟରେ ଏହାର ଲକ୍ଷଣକୁ ଚିହ୍ନି ଚିକିତ୍ସା କରାଇବା ଆବଶ୍ୟକ। ପ୍ରୋଷ୍ଟେଟ୍ ଗ୍ରନ୍ଥି ବୃଦ୍ଧି ହେବାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସରବଜିତ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।