ଷ୍ଟ୍ରୋକ୍‌ ମୁକ୍ତ ଜୀବନ ପାଇଁ କ’ଣ କରିବେ? | Prevention of Brain Stroke in Odia | Dr Mitalee Kar

Dr Mitalee Kar24 October 20235:435.6K views

About this video

ପରିବର୍ତ୍ତିତ ଜୀବନଶୈଳୀ ‘ଷ୍ଟ୍ରୋକ’ ନିୟନ୍ତ୍ରଣ ଲାଗି ଏକ ବଡ଼ ଅସ୍ତ୍ର। ଷ୍ଟ୍ରୋକରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ। ଆସନ୍ତୁ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ମିତାଲି କରଙ୍କଠାରୁ ଜାଣିବା ବ୍ରେନ୍‌ ଷ୍ଟ୍ରୋକ୍‌କୁ ରୋକିବା କିପରି?