Skip to main content

ଯାଦୁ କେମିତି ଭଲ ହେବ? | Dr Managobinda Srichandan on Fungal infection in Odia | Ringworm

Dr Managobinda Srichandan5 March 202113:43559K views

About this video

ପୂର୍ବରୁ ଯାଦୁକୁ ଏକ ଛୋଟିଆ ରୋଗରେ ଗଣା ଯାଉଥିଲା। ହେଲେ ଏବେ ଏହା ଏକ ପ୍ରକାରର ମହାମାରୀ ଭଳି ପ୍ରତୀକ ହେଉଛି। ଅନେକଙ୍କଠାରେ ଔଷଧ ଖାଇଲେ ମଧ୍ୟ ବର୍ଷ ବର୍ଷ ଧରି ଯାଦୁ ଭଲ ହେଉନି। ଏହା ପଛର କାରଣ କ’ଣ? କେମିତି ଯାଦୁ ଭଲ ହେବ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନଗୋବିନ୍ଦ ଶ୍ରୀଚନ୍ଦନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।