COVID-19: ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ | Dr Jayaprakash Russell Ravan on Mental Health of Children
About this video
କୋଭିଡ୍ ମହାମାରୀ ଯୋଗୁଁ ସବୁ ବୟସର ବ୍ୟକ୍ତିଙ୍କ ମାନସିକ ଅବସ୍ଥା ପ୍ରଭାବିତ ହୋଇଛି। ବିଶେଷ କରି ସ୍କୁଲ ଯାଉଥିବା ଛୋଟ ପିଲା ଏବଂ କିଶୋର କିଶୋରୀଙ୍କ ମାନସିକ ଅବସ୍ଥାକୁ କୋଭିଡ୍ ମହାମାରୀ ପ୍ରଭାବିତ କରିଛି। ତେବେ କିପରି କରୋନା ଭଳି ମହାମାରୀ ପରିସ୍ଥିତିରେ ଛୋଟ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ କିଭଳି ସୁସ୍ଥ ରଖିବା। ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରସେଲ ରାବଣ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।