କର୍ମଜୀବୀ ମହିଳା ଗର୍ଭାବସ୍ଥାରେ ଯତ୍ନ କିପରି ନେବେ? | Pregnancy Care for Working Women | Dr Monalisha Naik

Dr Monalisha Naik21 February 202615:341.1K views

About this video

ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଖାସ୍‌କରି କର୍ମଜୀବୀ ମହିଳା ଯେଉଁମାନେ ଅଧିକ ସମୟ ବସି ରହି କାର୍ଯ୍ୟ କରୁଛନ୍ତି, ଯେଉଁମାନେ ବାହାରେ କାର୍ଯ୍ୟରତ, ସେମାନେ ନିଜର ଯତ୍ନ କେମିତି ନେବେ? ଗର୍ଭାବସ୍ଥାକୁ ସୁରୁଖୁରୁରେ ପରିଚାଳନା କିପରି କରିବେ? ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲିଶା ନାଏକଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।