ଅନ୍ତର୍ଜାତୀୟ ଯୋଗ ଦିବସ – ସୂର୍ଯ୍ୟନମସ୍କାର କରନ୍ତୁ ସୁସ୍ଥ ରହନ୍ତୁ | Benefits of Surya Namaskar in Odia

Swasthya Plus Network21 June 20218:1842K views

About this video

ଆଜି ବିଶ୍ୱ ଯୋଗ ଦିବସ। ଯୋଗ ମନ, ମସ୍ତିଷ୍କ ଏବଂ ଶରୀରର ପାଇଁ ବେଶ୍ ଲାଭଦାୟକ। ଯୋଗ ଶରୀର ସଙ୍ଗେ ସଙ୍ଗେ ମନକୁ ବି ସୁସ୍ଥ ରଖିଥାଏ। ସେହିପରି ସୂର୍ଯ୍ୟନମସ୍କାର ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ। ଯୋଗ ପ୍ରଶିକ୍ଷକ ଗଣେଶ୍ୱର ଗୋଚ୍ଛିକାରଙ୍କଠାରୁ ଆସନ୍ତୁ ସୂର୍ଯ୍ୟନମସ୍କାର କେମିତି କରିବେ ଓ ଫାଇଦା ବିଷୟରେ ଜାଣିବା Today is World Yoga Day. Yoga is very beneficial for the mind, brain, and body. Yoga keeps the body healthy as well as the mind. Similarly, Surya Namaskar (Sun Salutation) is good for both physical and mental health. Let's learn from Yoga Instructor Ganeswar Gochhikar.