Skip to main content

ଗର୍ଭଧାରଣ ପ୍ଲାନ୍‌ କରିବାର ସଠିକ୍‌ ବୟସ କେତେ? | What is the right age to get Pregnant? | Dr Shibani Devi

Dr Shibani Devi3 June 20262:0014K views

About this video

ଏକ ସୁସ୍ଥ ଶିଶୁ ପାଇଁ ସଠିକ ସମୟରେ ଗର୍ଭଧାରଣ କରିବା ନିହାତି ଜରୁରୀ। ସେଥିପାଇଁ ବୟସ ଓ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଠିକ ସମୟରେ ଗର୍ଭଧାରଣ କଲେ ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ଗର୍ଭଧାରଣ ପ୍ଲାନ୍‌ କରିବାର ସଠିକ୍‌ ବୟସ କେତେ? ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଶୀବାନି ଦେବୀଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। ଗର୍ଭଧାରଣ ପ୍ଲାନ୍‌ କରିବାର ସଠିକ୍‌ ବୟସ କେତେ? Planning a pregnancy is an important decision that can affect both maternal and baby’s health. While many women can conceive at different ages, factors such as fertility, overall health, and pregnancy risks may change over time. It is essential to plan a pregnancy at the right time and with proper preparation to ensure the best possible outcomes for both mother and child. Let's learn more from Dr Shibani Devi, an Obstetrician & Gynaecologist. What is the right age to get Pregnant? in Odia