ପଲ୍ସ ଅକ୍ସିମିଟର: କେମିତି କରିବେ ବ୍ୟବହାର? | Dr Jyoti Ranjan Parida on how to use Pulse Oximeter in Odia

Dr Jyoti Ranjan Parida7 October 202012:2553K views

About this video

ପଲ୍ସ ଅକ୍ସିମିଟର ଏମିତି ଏକ ମେଡିକାଲ ଉପକରଣ, ଯାହା ସାହାଯ୍ୟରେ ଆମେ ଦୁଇଟି ଜିନିଷ ମାପି ପାରିବା। ପ୍ରଥମତଃ ଆମ ହାର୍ଟ ବିଟ୍ ଏବଂ ଦ୍ୱିତୀୟରେ ଶରୀରର ଅକ୍ସିଜେନ୍ ଲେବଲ (SpO2)। ତେବେ କୋଭିଡ-୧୯କୁ ଚିହ୍ନିବା ପାଇଁ କିଭଳି ଅକ୍ସିମିଟରର ବ୍ୟବହାର କରାଯାଉଛି? ପଲ୍ସ ଅକ୍ସିମିଟର କିପରି କାମ କରେ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।