ମେନୋପଜ୍ ସମୟରେ କ’ଣ ଖାଇବେ? | Diet for Menopause in Odia | Sushree Tapaswini Das
About this video
ମେନୋପଜ୍ ସମୟରେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ। ମେନୋପଜ୍ ସମୟରେ ଶରୀରରୁ କ୍ୟାଲସିୟମ୍, ଆଇରନ୍ ଓ ପ୍ରୋଟିନ୍ର ଆବଶ୍ୟକତା ହୋଇଥାଏ। ତେଣୁ ଶରୀରକୁ ସଠିକ ପୋଷଣର ଆବଶ୍ୟକତା ରହିଛି। ଆସନ୍ତୁ ଡାଏଟିସିଆନ୍ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ ଜାଣିବା।