କିଡ୍ନି ରୋଗ: କାରଣ, ଲକ୍ଷଣ ଓ ଚିକିତ୍ସା | Kidney Disease: How to Treat? in Odia | Dr Sai Prasad Sahoo
About this video
ଆମ ଶରୀରରେ କିଡ୍ନି ହେଉଛି ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡ୍ନିର ମୁଖ୍ୟ କାମ। ତେଣୁ କିଡ୍ନିକୁ ସୁସ୍ଥ ରଖିବା ନିହାତି ଦରକାର। ଆସନ୍ତୁ, କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ସାଈ ପ୍ରସାଦ ସାହୁଙ୍କଠାରୁ କିଡ୍ନି ରୋଗ ସମ୍ବନ୍ଧରେ ଅଧିକ ଜାଣିବା।। କିଡ୍ନିର ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ୍ନି ଦିବସ ଭାବେ ପାଳନ କରାଯାଉଛି।